କନକ ବ୍ୟୁରୋ: ଆଜିକାଲି ସମୟରେ ଅଧିକାଂଶ ଲୋକେ ଚାକିରି କରିବା ପାଇଁ ଘରଠୁ ଦୂରରେ ରହୁଛନ୍ତି । ଯେତେବେଳେ ପର୍ବପର୍ବାଣିର କଥା ଆସେ ସମସ୍ତେ ନିଜ ଘରଲୋକଙ୍କ ପାଖକୁ ଫେରିବାକୁ ଚାହାନ୍ତି । କିନ୍ତୁ ଏହି ସମୟରେ ପ୍ରାୟତଃ ସମସ୍ତେ ନିଜ ଘରକୁ ବାହାରିଥିବାରୁ କିଛି ଲୋକ ଟିକେଟ୍ କରିବାକୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
ବିଷେଶକରି ଘରଠୁ ଦୂରରେ ରହୁଥିବା ଲୋକମାନେ ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ନିଜ ଘରକୁ ଫେରିବାକୁ ଚାହାନ୍ତି । ଏହାକୁ ନଜରରେ ରଖି ଭାରତୀୟ ରେଳବାଇ ଦିଲ୍ଲୀ ପାଟନା ମଧ୍ୟରେ ବନ୍ଦେ ଭାରତ ଓ ତେଜସ୍ ଟ୍ରେନ୍ ଚାଲିବା ନେଇ ଘୋଷଣା କରଛି । ଏହା ବିଷେଶକରି ପର୍ବପର୍ବାଣୀ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/g16PEBf5tpvTkY6WYIpJ.png)