ମହାକାଶଚାରୀଙ୍କୁ ନେଇ ଫେରୁଛି ସ୍ପେଶ ଏକ୍ସ: ୬ ମାସ ପରେ କ୍ରିୟୁ ମିଶନ ୮ ଫେରୁଥିବା ନାସାର ସୂଚନା

Advertisment

ମହାକାଶରୁ ଫେରୁଛନ୍ତି ୪ ମହାକାଶଚାରୀ । ରୁଷର ୩ଜଣ ଓ ଆମେରିକାର ଜଣେ ମହାକାଶଚାରୀଙ୍କୁ ନେଇ ପୃଥୀବୀକୁ ଫେରୁଛି ସ୍ପେଶ ଏକ୍ସ । ପ୍ରାୟ ୬ମାସ ପରେ ମହାକାଶଚାରୀଙ୍କୁ ଫେରାଇ ଆଣୁଛି ନାସାର କ୍ରିୟୁ ୮ ମିଶନ ।

ମହାକାଶରୁ ଫେରୁଛନ୍ତି ୪ ମହାକାଶଚାରୀ । ରୁଷର ୩ଜଣ ଓ ଆମେରିକାର ଜଣେ ମହାକାଶଚାରୀଙ୍କୁ ନେଇ ପୃଥୀବୀକୁ ଫେରୁଛି ସ୍ପେଶ ଏକ୍ସ । ପ୍ରାୟ ୬ମାସ ପରେ ମହାକାଶଚାରୀଙ୍କୁ ଫେରାଇ ଆଣୁଛି ନାସାର କ୍ରିୟୁ ୮ ମିଶନ ।

efe

କନକ ବ୍ୟୁରୋ: ମହାକାଶରୁ ଫେରୁଛନ୍ତି ୪ ମହାକାଶଚାରୀ । ରୁଷର ୩ଜଣ ଓ ଆମେରିକାର ଜଣେ ମହାକାଶଚାରୀଙ୍କୁ ନେଇ ପୃଥୀବୀକୁ ଫେରୁଛି ସ୍ପେଶ ଏକ୍ସ । ପ୍ରାୟ ୬ମାସ ପରେ ମହାକାଶଚାରୀଙ୍କୁ ଫେରାଇ ଆଣୁଛି ନାସାର କ୍ରିୟୁ ୮ ମିଶନ । ଖରାପ ପାଣିପାଗ ଯୋଗୁଁ ମହାକାଶଚାରୀ ମାଥ୍ୟୁ ଡୋମିନିକ, ମାଇକେଲ ବେରେଟ, ଜିନେଟ ଏପ୍ସ, ଆଲୋକଜାଣ୍ଡର ଗ୍ରୋବନିକନ ଫେରିବେ । ଭାରତୀୟ ସମୟ ଅନୁସାରେ ଅକ୍ଟୋବର ୨୫ ଦିନ ୩ଟା ରେ ପୃଥୀବୀରେ ପହଁଚିବା କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୫ରେ ଫ୍ଲୋରିଡାର ସ୍ଫେଶ ସେଂଟରୁ ୩୯ଏରୁ ମହାକାଶକୁ ଯାତ୍ରା କରିଥିଲେ । ତେବେ ସେପ୍ଟେମ୍ବରରେ ଫେରିବା କାର୍ଯ୍ୟକ୍ରମ ଥିଲେ ବି ଖରାପ ପାଣିପାଗ କାରଣରୁ ଯାତ୍ରା ଅଟକିଥିଲା । ଅନ୍ୟପଟେ ସୁନୀତା ୱିଲିୟମ ଓ ଅନ୍ୟତମ ମହାକାଶକାରୀ ବୁଚ ବ୍ଲୋମର ଷ୍ଟାରଲାଇନର କ୍ୟାପସୁଲରେ ଯାଇ ମହାକାଶରେ ଫସିରହିଛନ୍ତି । ଯଥାଶିଘ୍ର ସେମାନଙ୍କୁ ଫେରାଇବା ପାଇଁ ନାସା ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe