ଅଡୁଆରେ ସାଉଥ୍ ସୁପରଷ୍ଟାର ନାଗାର୍ଜୁନ । ଏନ-କନଭେନସନ ସେଣ୍ଟର ଉପରେ ଚାଲିଲା ବୁଲଡୋଜର

Advertisment

 ୧୦ ଏକର ଜାଗା ଉପରେ ନିର୍ମାଣ ହୋଇଥିବା ଏହି ଏନ-କନଭେନସନ ସେଂଟର ଦୀର୍ଘଦିନ ଧରି ନଜରରେ ରହିଥିଲା। ବେଆଇନ ଭାବେ ଏହା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଆସୁଥିଲା। ପ୍ରାୟ ୩ ଏକର ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି।

 ୧୦ ଏକର ଜାଗା ଉପରେ ନିର୍ମାଣ ହୋଇଥିବା ଏହି ଏନ-କନଭେନସନ ସେଂଟର ଦୀର୍ଘଦିନ ଧରି ନଜରରେ ରହିଥିଲା। ବେଆଇନ ଭାବେ ଏହା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଆସୁଥିଲା। ପ୍ରାୟ ୩ ଏକର ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି।

ng

କନକ ବ୍ୟୁରୋ : ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ନାଗାର୍ଜୁନଙ୍କ କନଭେନସନ ସେଂଟର ଉପରେ ଚାଲିଲା ବୁଲଡୋଜର। ହାଇଦ୍ରାବାଦ ପ୍ରଶାସନ ପକ୍ଷରୁ ଏହାକୁ ଭଙ୍ଗାଯିବା ଆରମ୍ଭ ହୋଇଛି।  ୧୦ ଏକର ଜାଗା ଉପରେ ନିର୍ମାଣ ହୋଇଥିବା ଏହି ଏନ-କନଭେନସନ ସେଂଟର ଦୀର୍ଘଦିନ ଧରି ନଜରରେ ରହିଥିଲା। ବେଆଇନ ଭାବେ ଏହା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଆସୁଥିଲା। ପ୍ରାୟ ୩ ଏକର ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏହା ବିରୋଧରେ ନାଗାର୍ଜୁନଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଆଗାମୀ ଶୁଣାଣି ଯାଏ ପ୍ରଶାସନ ପକ୍ଷରୁ ଆଉ କିଛି ଭଙ୍ଗାଯାଇପାରିବ ନାହିଁ ବୋଲି ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe