କନକ ବ୍ୟୁରୋ: ନେପାଳରେ ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟିବା ପରେ ବି ଥମୁନି ହିଂସା । ବିଦ୍ରୋହୀ ସଂସଦ ଘେରିବା ସହ ଏପଟେ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିବା ଖବର ଆସୁଛି । ଏଭଳି ସ୍ଥିତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଶ ଛାଡ଼ି ଦୁବାଇ ପଳାଇଯିବାକୁ ବାହାରିଲେଣି । ତାଙ୍କ ଦୁବାଇ ଉଡ଼ାଣ ପାଇଁ ପ୍ରାଇଭେଟ୍ ଜେଟ୍ ପ୍ରସ୍ତୁତ ହୋଇ ରହିଥିବା ଚର୍ଚ୍ଚା ହେଉଛି ।
ଏସବୁ ଘଟଣାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀଙ୍କ ସହ ୩ କ୍ୟାବେିନେଟ୍ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ସ୍ଥିତି ନିୟନ୍ତ୍ରଣ ବାହାରେ ଥିବାବେଳେ ପ୍ରଦର୍ଶନକାରୀଙ୍କ ବିତ୍ପାଦକୁ ଦେଖି କାଠମାଣ୍ଡୁ ରାଜରାସ୍ତାରେ ବ୍ୟାପକ ସେନା ମୁତୟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/09/37-2025-09-09-12-47-59.jpg)