ବିଧାନସଭା ହଙ୍ଗାମାକୁ ନେଇ ସୋଫିଆ ବନାମ ଉପାସନା

Advertisment

ବିଧାନସଭାରେ ହଙ୍ଗାମାକୁ ନେଇ ମୁହାଁମୁହିଁ ଦୁଇ ମହିଳା ବିଧାୟିକା । ବିଜେପି ବିଧାୟିକା ଉପାସନା ବନାମ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ହଙ୍ଗାମା ଓ ହଟ୍ଟଗୋଳ ଭିତରେ ସ୍ବାଭାବିକ ଚାଲିପାରୁନାହିଁ ଗୃହ ।

ବିଧାନସଭାରେ ହଙ୍ଗାମାକୁ ନେଇ ମୁହାଁମୁହିଁ ଦୁଇ ମହିଳା ବିଧାୟିକା । ବିଜେପି ବିଧାୟିକା ଉପାସନା ବନାମ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ହଙ୍ଗାମା ଓ ହଟ୍ଟଗୋଳ ଭିତରେ ସ୍ବାଭାବିକ ଚାଲିପାରୁନାହିଁ ଗୃହ ।

6କରପରକତ

Photograph: (kanakNews)

କନକ ବ୍ୟୁରୋ : ବିଧାନସଭାରେ ହଙ୍ଗାମାକୁ ନେଇ ମୁହାଁମୁହିଁ ଦୁଇ ମହିଳା ବିଧାୟିକା । ବିଜେପି ବିଧାୟିକା ଉପାସନା ବନାମ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ହଙ୍ଗାମା ଓ ହଟ୍ଟଗୋଳ ଭିତରେ ସ୍ବାଭାବିକ ଚାଲିପାରୁନାହିଁ ଗୃହ । ଆଉ ଏହାକୁ ନେଇ ବିଧାନସଭାରେ ବିଜେପି ବିଧାୟିକା ଉପାସନା ମହାପାତ୍ର କଂଗ୍ରେସ ବିଧାୟିକାଙ୍କୁ କରିଛନ୍ତି ଆକ୍ଷେପ ।

କଂଗ୍ରେସ ବିଧାୟକ, ପୋଡିୟମ ଉପରକୁ ଚଢ଼ି ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରୁଛନ୍ତି, ଆଉ ସେହି ସ୍ଥାନରେ କଂଗ୍ରେସର ମହିଳା ବିଧାୟିକା ବି ଉପସ୍ଥିତ ରହୁ ନାହାଁନ୍ତି ବୋଲି ସୋଫିଆଙ୍କୁ କଟାକ୍ଷ କରି କହିଛନ୍ତି ଉପାସନା । ଯାହାକୁ ନେଇ ଗୃହ ବାହାରେ ଜବାବ ରଖିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେପଟେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ବିଧାୟିକା ଉପାସନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe