ଜଳବାୟୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି, ଏ କ୍ଷେତ୍ର‌‌ରେ ବିପୁଳ ସୁଯୋଗ ଅଛି

ଜଳବାୟୁ ଶିକ୍ଷା ନେଇ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି । ଏହି କ୍ଷେତ୍ର‌‌ରେ ବିପୁଳ ସୁଯୋଗ ରହିଛି । ଏକ୍ଷେତ୍ରରେ ଉପଯୁକ୍ତ ସରକାରୀ ନୀତିର ଆବଶ୍ୟକତା ରହିଛି ।

Priripada

କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଏହି ସମ୍ମିଳନୀର ଚତୁର୍ଥ ଅଧିବେଶନରେ ‘ଯୁବକ ଏବଂ ଜଳବାୟୁ: ଜେନ ‘ସି’ ଶୀର୍ଷକ ଆାଲୋଚନାରେ ସୋକ୍ରାଟସ୍ ଫାଉଣ୍ଡେସନ୍‌ର କାର୍ଯ୍ୟକ୍ରମ ଏବଂ ସହଭାଗୀତା ନିର୍ଦ୍ଦେଶକ ପ୍ରୀତିପ୍ରଦା ପାଣିଗ୍ରାହୀ କହିଲେ, ଜଳବାୟୁ ଶିକ୍ଷା ନେଇ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି । ଏହି କ୍ଷେତ୍ର‌‌ରେ ବିପୁଳ ସୁଯୋଗ ରହିଛି । ଏକ୍ଷେତ୍ରରେ ଉପଯୁକ୍ତ ସରକାରୀ ନୀତିର ଆବଶ୍ୟକତା ରହିଛି ।

ଏହି କ୍ଷେତ୍ରରେ ବରିଷ୍ଠ ଲୋକେ ଜ୍ଞାନର ଭଣ୍ଡାର ସାଜି ଏହାକୁ ପରବର୍ତ୍ତୀ ପିଢ଼ିକୁ ସ୍ଥାନାସ୍ତର କରିବା ଜରୁରୀ । ଯାହା ଦ୍ୱାରା ଜଳବାୟୁ ପରିବର୍ତ୍ତନ ନେଇ ସଚେତନା ସହିତ ପରିବେଶ ସୁରକ୍ଷା କରାଯାଇ ପାରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe