କନକ ବ୍ୟୁରୋ: ରାଜଧାନୀର ଓୟୋ ହୋଟଲରେ ମିଳିଲା ସମାଜସେବୀଙ୍କ ମୃତଦେହ। କାମାକ୍ଷାନଗରର ଦେବୀଦତ୍ତ ମହାପାତ୍ରଙ୍କ ମୃତଦେହ ଜବତ କରିଛି ପୋଲିସ। ୨ ଦିନ ତଳେ ଭୁବନେଶ୍ୱର ଆସିଥିଲେ ଦେବୀଦତ୍ତ । ଭରତପୁର ଥାନା ଅଞ୍ଚଳରେ ଓୟୋ ହୋଟେଲରେ ରହିଥିଲେ । ହେଲେ ରୁମ୍ ଭିତର ପଟୁ ବନ୍ଦ ଥିବା ବେଳେ ଦୀର୍ଘ ସମୟ ଧରି ଖୋଲିନଥିଲେ ଦେବୀଦତ୍ତ। ପରେ ପୋଲିସ ଉପସ୍ଥିତିରେ ଘରର କବାଟ ଭାଙ୍ଗିବା ପରେ ଝୁଲନ୍ତା ଦେବୀଦତ୍ତଙ୍କ ମୃତଦେହ ଜବତ କରିଛି। ୭ ମାସ ତଳେ ବିବାହ କରିଥିଲେ ଦେବୀଦତ୍ତ।
ଓୟୋ ହୋଟେଲରୁ ସମାଜସେବୀଙ୍କ ମୃତଦେହ ଉଦ୍ଧାର: ଘଟଣାସ୍ଥଳରେ ପୋଲିସର ଛାନଭିନ୍
ରାଜଧାନୀର ଓୟୋ ହୋଟଲରେ ମିଳିଲା ସମାଜସେବୀଙ୍କ ମୃତଦେହ। କାମାକ୍ଷାନଗରର ଦେବୀଦତ୍ତ ମହାପାତ୍ରଙ୍କ ମୃତଦେହ ଜବତ କରିଛି ପୋଲିସ। ୨ ଦିନ ତଳେ ଭୁବନେଶ୍ୱର ଆସିଥିଲେ ଦେବୀଦତ୍ତ ।
/kanak/media/media_files/2024/10/19/OgoKdVBpbVwDv0qAfP32.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)