କନକ ବ୍ୟୁରୋ : ବର୍ଷାରେ ଭିଜି ଭିଜି ଶିକ୍ଷକଙ୍କ ପ୍ରତିବାଦ। ଭୁବନେଶ୍ବର ଗାନ୍ଧୀମାର୍ଗରେ ଶିକ୍ଷକଙ୍କ ବିକ୍ଷୋଭ । କ୍ୟାଡ଼ର ପୁନର୍ଗଠନ ପାଇଁ ଧାରଣାରେ ବସିଛନ୍ତି ହଜାର ହଜାର ଶିକ୍ଷକ । କମ୍ପୁଛି ଗାନ୍ଧୀ ମାର୍ଗ । ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ନହେବା ପାଇଁ ଆଜି ଛୁଟି ଦିନରେ ଧାରଣାରେ ବସିଛନ୍ତି । ପଦୋନ୍ନତି ନମିଳିବା ପ୍ରତିବାଦରେ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ଶିକ୍ଷକ । ଯଦି ଦାବି ପୂରଣ ନ ହୁଏ ତେବେ ଏହି ବିକ୍ଷୋଭ ଭୟଙ୍କର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି।
ବର୍ଷାରେ ଭିଜି ଭିଜି ଶିକ୍ଷକଙ୍କ ପ୍ରତିବାଦ, କ୍ୟାଡର ପୁନର୍ଗଠନ ଦାବି ନେଇ ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ
ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ନହେବା ପାଇଁ ଆଜି ଛୁଟି ଦିନରେ ଧାରଣାରେ ବସିଛନ୍ତି । ପଦୋନ୍ନତି ନମିଳିବା ପ୍ରତିବାଦରେ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ଶିକ୍ଷକ ।
/kanak/media/media_files/2025/09/21/23-2025-09-21-19-58-34.jpg)