କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦଙ୍କ କ୍ଷୋଭ ପ୍ରକାଶ : ପଚାରିଲେ ଦେଶଭକ୍ତ ହେବା କ’ଣ ଏତେ କଷ୍ଟ କାମ ?

ନିକଟରେ ଧାରା ୩୭୦ ଉଚ୍ଛେଦକୁ ନେଇ ଖୁର୍ସିଦ ଦେଇଥିବା ବୟାନକୁ ଦଳରେ ନାପସନ୍ଦ କରିଥିଲେ । ଏପରିକି ପରୋକ୍ଷରେ ଖୁର୍ସିଦଙ୍କୁ କିଛି ଦଳୀୟ ନେତା ଆକ୍ଷେପ କରିଥିଲେ।

ଅଦ୍ୟତନ ହୋଇଛି
salman khursid

salman khursid Photograph: (Kanak News)

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦଙ୍କ କ୍ଷୋଭ ପ୍ରକାଶ । ପଚାରିଲେ ଦେଶଭକ୍ତ ହେବା କ’ଣ ପ୍ରକୃତରେ କଷ୍ଟକର କାମ ? ଏହି ପ୍ରଶ୍ନ ପଚାରିବା ପଛର କାରଣ ହେଉଛି ଦଳର ବୟାନବାଜି । ନିକଟରେ ଧାରା ୩୭୦ ଉଚ୍ଛେଦକୁ ନେଇ ଖୁର୍ସିଦ ଦେଇଥିବା ବୟାନକୁ ଦଳରେ ନାପସନ୍ଦ କରିଥିଲେ । ଏପରିକି ପରୋକ୍ଷରେ ଖୁର୍ସିଦଙ୍କୁ କିଛି ଦଳୀୟ ନେତା ଆକ୍ଷେପ କରିଥିଲେ । ଯାହାର ଜବାବ ଦେଇଛନ୍ତି ଖୁର୍ସିଦ । ସର୍ବଦଳୀୟ ପ୍ରତିନିଧିମଣ୍ଡଳୀରେ ଖୁର୍ସିଦ ସାମିଲ ହେବା ନେଇ ଦଳର କିଛି ବରିଷ୍ଠ ନେତା ପରୋକ୍ଷରେ ଖୁର୍ସିଦଙ୍କୁ ଟାର୍ଗେଟ୍ କରିଥିଲେ । ଏହାକୁ ନେଇ ମଧ୍ୟ ସେ ଜବାବ ଦେଇ କହିଥିଲେ ଆତଙ୍କବାଦ ବିରୋଧୀ ଲଢ଼େଇ ଅଭିଯାନରେ ସାମିଲ ହେଲେ ଘର ଭିତରେ ଏହାକୁ ବିରୋଧ କରାଯାଉଛି । ଯାହାର ଜବାବ ଦେଇଛନ୍ତି ଖୁର୍ସିଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe