କନକ ବ୍ୟୁରୋ: କମିପାରେ ଛୋଟ କାର୍ ଦାମ୍ । ଛୋଟ କାର୍ ଉପରୁ ଟିକସ କମାଇବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଛୋଟ କାର୍ ଉପରୁ ବୀମାରାଶି ମଧ୍ୟ କମିପାରେ । ଦ୍ରବ୍ୟ ଓ ସେବା କର ବା ଜିଏସଟି ଏବଂ ବୀମାରାଶି କମାଇବା ପାଇଁ ବିଚାର କରାଯାଉଛି । ଜିଏସଟି ୨୮ରୁ ୧୮ ପ୍ରତିଶତକୁ କମିପାରେ । ସେହିପରି ବୀମା ପ୍ରିମିୟମ ଉପରେ ସର୍ବାଧିକ ୫ ପ୍ରତିଶତ ଜିଏସଟି ବସାଇବା ପାଇଁ ବିଚାର କରାଯାଉଛି । ଏହା କାର୍ଯ୍ୟକାରୀ ହେଲେ ଛୋଟ କାର୍ ଦାମ୍ କମିବ ।
କମିପାରେ ଛୋଟ କାର୍ ଦାମ୍
ଛୋଟ କାର୍ ଉପରୁ ଟିକସ ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ବିଚାର
ଛୋଟ କାର୍ ଉପରୁ ବୀମାରାଶି ମଧ୍ୟ କମିପାରେ
ଜିଏସଟି କମାଇବା ପାଇଁ ବିଚାର କରାଯାଉଛି
ଜିଏସଟି ୨୮ରୁ ୧୮ ପ୍ରତିଶତକୁ କମିପାରେ
ବୀମା ପ୍ରିମିୟମ ଉପରେ ସର୍ବାଧିକ ୫% ଜିଏସଟି ପାଇଁ ବିଚାର
କାର୍ଯ୍ୟକାରୀ ହେଲେ ଛୋଟ କାର୍ ଦାମ୍ କମିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/18/bajaj-qute-2025-08-18-14-45-11.jpg)