ରାଜ୍ୟରେ ବଢୁଛି ବସ୍ତି ; ଭୁବନେଶ୍ବରରେ ସର୍ବାଧିକ ବସ୍ତି ବାସିନ୍ଦା

ରାଜ୍ୟରେ ବର୍ଷକୁ ବର୍ଷ ବଢୁଛି ବସ୍ତି ଅଞ୍ଚଳ, ବଢୁଛି ବସ୍ତି ବାସିନ୍ଦାଙ୍କ ସଂଖ୍ୟା। ଭୁବନେଶ୍ୱରରେ ସର୍ବାଧିକ ଲୋକ ରହୁଛନ୍ତି  ବସ୍ତି ଅଞ୍ଚଳରେ । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସ୍ତିରେ ରହୁଛନ୍ତି ୮୦  ହଜାର ୫୨୦ ପରିବାର ।

slumbb

କନକ ବ୍ୟୁରୋ: ରାଜ୍ୟରେ ବର୍ଷକୁ ବର୍ଷ ବଢୁଛି ବସ୍ତି ଅଞ୍ଚଳ, ବଢୁଛି ବସ୍ତି ବାସିନ୍ଦାଙ୍କ ସଂଖ୍ୟା। ଭୁବନେଶ୍ୱରରେ ସର୍ବାଧିକ ଲୋକ ରହୁଛନ୍ତି  ବସ୍ତି ଅଞ୍ଚଳରେ । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସ୍ତିରେ ରହୁଛନ୍ତି ୮୦  ହଜାର ୫୨୦ ପରିବାର । ରାଜ୍ୟରେ ବର୍ଷକୁ ବର୍ଷ ବଢୁଛି ବସ୍ତି ଅଞ୍ଚଳ, ବଢୁଛି ବସ୍ତି ବାସିନ୍ଦାଙ୍କ ସଂଖ୍ୟା। ଭୁବନେଶ୍ୱରରେ ସର୍ବାଧିକ ଲୋକ ରହୁଛନ୍ତି  ବସ୍ତି ଅଞ୍ଚଳରେ । 

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସ୍ତିରେ ରହୁଛନ୍ତି ୮୦  ହଜାର ୫୨୦ ପରିବାର । ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଧୀନ ବସ୍ତିରେ ୧୫ ହଜାର ୫୬୪ ପରିବାର । କଟକ ମହାନଗର ନିଗମ ଅଧୀନ ବସ୍ତିରେ ୨୩ ହଜାର ୨୯୬ ପରିବାର ଓ ରାଉରକେଲା ମହାନଗର ନିଗମ ଅଧୀନ ବସ୍ତିରେ ୩୮ ହଜାର ୯୭୦ ପରିବାର। ସେହିପରି ସମ୍ବଲପୁର ମହାନଗର ନିଗମ ଅଧୀନ ବସ୍ତିରେ ରହୁଛନ୍ତି ୩୬ ହଜାର ୭୪୫ ପରିବାର । ସମୁଦାୟ ପାଞ୍ଚ ମହାନଗର ନିଗମରେ ରହୁଛନ୍ତି ୧୯୮୦୯୫ ବସ୍ତି ପରିବାର । ଯେଉଁଥିରେ ଭୁବନେଶ୍ୱରରେ ସର୍ବାଧିକ ବସ୍ତି ବସ୍ତି ବାସିନ୍ଦା ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର।
---

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe