ଆକାଶଛୁଆଁ ପରିବା ଦର: ଚିନ୍ତାରେ ଖାଉଟି

କାର୍ତ୍ତିକ ପୂର୍ବରୁ ମହଙ୍ଗା ପରିବା ଦର। ଦରବୃଦ୍ଧି ବଢାଇଲା ଖାଉଟିଙ୍କ ଚିନ୍ତା । କାର୍ତ୍ତିକ ମାସ ପୂର୍ବରୁ ପରିବାର ଆକାଶ ଛୁଆଁ ଦର ଚିନ୍ତା ବଢାଇଲାଣି ।

pariba 1

କନକବ୍ୟୁରୋ:କାର୍ତ୍ତିକ ପୂର୍ବରୁ ମହଙ୍ଗା ପରିବା ଦର। ଦରବୃଦ୍ଧି ବଢାଇଲା ଖାଉଟିଙ୍କ ଚିନ୍ତା । କାର୍ତ୍ତିକ ମାସ ପୂର୍ବରୁ ପରିବାର ଆକାଶ ଛୁଆଁ ଦର ଚିନ୍ତା ବଢାଇଲାଣି । ବଜାରରେ ପରିବାରେ ହାତ ମାରିବାକୁ ଭୟ ଲାଗୁଛି । କଟକ ଛତ୍ରବଜାରରେ ଟମାଟୋ କିଲୋ ୮୦ ଟଙ୍କା ଟଙ୍କା ରହିଥିବା ବେଳେ ପୋଟଳ କିଲୋ ୭୦ ଟଙ୍କା ରହିଛି । ବାଇଗଣ ୬୦, ଝୁଡ଼ଙ୍ଗ ୬୦, ଭେଣ୍ଡି ଓ କାକୁଡ଼ି ୫୦ ଟଙ୍କା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe