ଆଳୁ ପରେ ପିଆଜ ଦର ଆକାଶ ଛୁଆଁ । କିଲୋପିଛା ୬୫ରୁ ୭୦ ଟଙ୍କା ବିକ୍ରି

Advertisment

ଆକାଶଛୁଆଁ ପନିପରିବା ଦର। କେବଳ କଖାରୁକୁ ଛାଡିଦେଲେ ୫୦ ଟଙ୍କା ତଳକୁ ନାହିଁ କୌଣସି ପରିବା । ବାଇଗଣ ୬୦, ପୋଟଳ ୬୦, ଟମାଟୋ ୧୦୦, ବିନ୍‌ସ ୧୦୦, ଝୁଡ଼ଙ୍ଗ ୭୦, କାଙ୍କଣ ୭୦ ଓ କାକୁଡ଼ି କିଲୋ ୬୦ ଟଙ୍କା ରହିଛି ।

ଆକାଶଛୁଆଁ ପନିପରିବା ଦର। କେବଳ କଖାରୁକୁ ଛାଡିଦେଲେ ୫୦ ଟଙ୍କା ତଳକୁ ନାହିଁ କୌଣସି ପରିବା । ବାଇଗଣ ୬୦, ପୋଟଳ ୬୦, ଟମାଟୋ ୧୦୦, ବିନ୍‌ସ ୧୦୦, ଝୁଡ଼ଙ୍ଗ ୭୦, କାଙ୍କଣ ୭୦ ଓ କାକୁଡ଼ି କିଲୋ ୬୦ ଟଙ୍କା ରହିଛି ।

6665

କନକ ବ୍ୟୁରୋ : ଆକାଶଛୁଆଁ ପନିପରିବା ଦର। କେବଳ କଖାରୁକୁ ଛାଡିଦେଲେ ୫୦ ଟଙ୍କା ତଳକୁ ନାହିଁ କୌଣସି ପରିବା । ବାଇଗଣ ୬୦, ପୋଟଳ ୬୦, ଟମାଟୋ ୧୦୦, ବିନ୍‌ସ ୧୦୦, ଝୁଡ଼ଙ୍ଗ ୭୦, କାଙ୍କଣ ୭୦ ଓ କାକୁଡ଼ି କିଲୋ ୬୦ ଟଙ୍କା ରହିଛି । ସବୁ ପନିପରିବାର ଏଭଳି ଆକାଶଛୁଆଁ ଦର ଗ୍ରାହକଙ୍କୁ ଖୁବ୍ ବାଧୁଛି । ୫୦୦ ଟଙ୍କାରେ ଗୋଟେ ବ୍ୟାଗ୍ ମଧ୍ୟ ପୁରୁନି ।

ଲୋକେ ମାର୍କେଟକୁ ଗଲେ କିଲେ ଜାଗାରେ ଅଢେଇଶ, ଅଧ କିଲୋ ଏଭଳି ନେଉଛନ୍ତି । କେବଳ ସବୁଜ ପନିପରିବା ନୁହେଁ ପିଆଜ ଦର ଲୋକଙ୍କୁ କନ୍ଦାଉଛି । ବର୍ତ୍ତମାନ ବଜାରରେ ପିଆଜ କିଲୋ ପିଛା ୬୫ ରୁ ୭୦ ଟଙ୍କା ରହିଛି । ପିଆଜର ଏଭଳି ଦରବୃଦ୍ଧି କୁ ଦୃଷ୍ଟିରେ ରଖି ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନାଫେଡ ପକ୍ଷରୁ ୩୫ ଟଙ୍କାରେ ପିଆଜ ବିକ୍ରି କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe