ବଲାଙ୍ଗୀରରେ ଚାଞ୍ଚଲ୍ୟ, ପାଟଣାଗଡ଼ ଭାଇଁସା ମେଡିକାଲର ପରିତ୍ୟକ୍ତ କୋଠାରୁ ମିଳିଲା ୩ ଶିଶୁଙ୍କ କଙ୍କାଳ

ଘଟଣାସ୍ଥଳର ପୋଲିସ ଓ ସାଇଣ୍ଟିଫିକ ଟିମର ତନାଘନା ।

ମେଡିକାଲ କୋଠାରୁ କଙ୍କାଳ ଉଦ୍ଧାର

ମେଡିକାଲ କୋଠାରୁ କଙ୍କାଳ ଉଦ୍ଧାର Photograph: (KanakNews)

କନକ ବ୍ୟୁରୋ; ବଲାଙ୍ଗୀରରେ ଚାଞ୍ଚଲ୍ୟ । ମେଡିକାଲର ପୁରୁଣା ପରିତ୍ୟକ୍ତ କୋଠାରୁ ମିଳିଲା ଶିଶୁଙ୍କ କଙ୍କାଳ । ୩ଟି ନବଜାତକଙ୍କ କଙ୍କାଳ ମିଳିଛି । ପାଟଣାଗଡ ଥାନା ଭାଇଁସା ମେଡିକାଲର ପୁରୁଣା ପରିତ୍ୟକ୍ତ କୋଠାରୁ ନବଜାତକଙ୍କ କଙ୍କାଳ ମିଳିଛି । 

ଘଟଣାସ୍ଥଳରେ ପାଟଣାଗଡ଼ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ କିଏ ଏବଂ କାହିଁକି ଏହି ସ୍ଥାନରେ ତିନୋଟି ନବଜାତ ଶିଶୁର ଭ୍ରୁଣକୁ ଏହି ସ୍ଥାନରେ ଫିଙ୍ଗିଲା, ତାହା ଜଣାପଡିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe