କନକ ବ୍ୟୁରୋ: ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟେରନେଟ ସେବା। ଭଦ୍ରକ ପୁରୁଣାବଜ଼ାର ଓ ଧାମନଗରରେ ସ୍ୱାଭାବିକ ହୋଇଛି ଇଣ୍ଟରନେଟ୍ ସେବା । ଦୀର୍ଘ ୯୬ଘଣ୍ଟା ପରେ ଇଣ୍ଟରନେଟ ଉପରୁ ଉଠିଲା କଟକଣା। ଉଭୟ ସ୍ଥାନରେ ସ୍ଥିତି ସ୍ୱାଭାବିକ ଥିବା ବେଳେ ଆଇନଶୃଙ୍ଖଳାକୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ ଏବେ ବି ୧୬୩ ଧାରା ବଳବତ୍ତ ରହିଛି। ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା ଭଦ୍ରକ ପୁରୁଣା ବଜ଼ାର ଓ ଧାମନଗର ଅଞ୍ଚଳର ମୋଟ ୩୩ ଜଣକୁ ଗିରଫ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us