କନକ ବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ତିରୁପତି ଲଡୁ ବିବାଦ । ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଆଉ ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ତିରୁପତି ଲଡୁ ବିବାଦ ମାମଲାର ହେବ ଏସଆଇଟି ଯାଞ୍ଚ । ଏସଆଇଟି ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଆଇଜିଙ୍କ ନେତୃତ୍ୱରେ ଗଠନ ହେଲା ଏସଆଇଟି ଟିମ୍ ।
ତିରୁପତି ଲଡୁ ବିବାଦର ହେବ ଏସଆଇଟି ଯାଞ୍ଚ । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଦିନକୁ ଦିନ ବଢିଚାଲିଛି ତିରୁପତି ଲଡୁ ବିବାଦ । ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଆଉ ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି ।
/kanak/media/media_files/dHepKas4j4NDXd8K6l5j.jpg)