ବଢ଼ିଲା କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ଅଡୁଆ: ଥାନାରେ ଏତଲା ଦେଲେ ରୁକସାନାଙ୍କ ପରିବାର

Advertisment

ବିଶିଷ୍ଟ ଗାୟକ ରୁକୁ ସୁନାଙ୍କ ପାଇଁ ବଢ଼ିଲା ଅଡୁଆ । କଳାହାଣ୍ଡି ବିଶିଷ୍ଟ କଳାକାର ରୁକସାନା ବାନୁଙ୍କ ମୃତ୍ୟୁ ମାମଲାରେ ରୁକୁ ସୁନାଙ୍କ ନାଁରେ ଏତଲା ଦେଇଛନ୍ତି ରୁକସାନା ବାନୁଙ୍କ ମାଆ ଓ ଭଉଣୀ

ବିଶିଷ୍ଟ ଗାୟକ ରୁକୁ ସୁନାଙ୍କ ପାଇଁ ବଢ଼ିଲା ଅଡୁଆ । କଳାହାଣ୍ଡି ବିଶିଷ୍ଟ କଳାକାର ରୁକସାନା ବାନୁଙ୍କ ମୃତ୍ୟୁ ମାମଲାରେ ରୁକୁ ସୁନାଙ୍କ ନାଁରେ ଏତଲା ଦେଇଛନ୍ତି ରୁକସାନା ବାନୁଙ୍କ ମାଆ ଓ ଭଉଣୀ

ruksuna

କନକବ୍ୟୁରୋ : ବିଶିଷ୍ଟ ଗାୟକ ରୁକୁ ସୁନାଙ୍କ ପାଇଁ ବଢ଼ିଲା ଅଡୁଆ । କଳାହାଣ୍ଡି ବିଶିଷ୍ଟ କଳାକାର ରୁକସାନା ବାନୁଙ୍କ ମୃତ୍ୟୁ ମାମଲାରେ ରୁକୁ ସୁନାଙ୍କ ନାଁରେ ଏତଲା ଦେଇଛନ୍ତି ରୁକସାନା ବାନୁଙ୍କ ମାଆ ଓ ଭଉଣୀ ।

ମାନସିକ ନିର୍ଯ୍ୟାତନା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଭବାନୀପାଟଣା ଟାଉନ ଥାନାରେ ପହଁଚି ରୁକସାନା ବାନୁଙ୍କ ମାଆ ଓ ଭଉଣୀ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe