କନକବ୍ୟୁରୋ : ବିଶିଷ୍ଟ ଗାୟକ ରୁକୁ ସୁନାଙ୍କ ପାଇଁ ବଢ଼ିଲା ଅଡୁଆ । କଳାହାଣ୍ଡି ବିଶିଷ୍ଟ କଳାକାର ରୁକସାନା ବାନୁଙ୍କ ମୃତ୍ୟୁ ମାମଲାରେ ରୁକୁ ସୁନାଙ୍କ ନାଁରେ ଏତଲା ଦେଇଛନ୍ତି ରୁକସାନା ବାନୁଙ୍କ ମାଆ ଓ ଭଉଣୀ ।
ମାନସିକ ନିର୍ଯ୍ୟାତନା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଭବାନୀପାଟଣା ଟାଉନ ଥାନାରେ ପହଁଚି ରୁକସାନା ବାନୁଙ୍କ ମାଆ ଓ ଭଉଣୀ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/m1Qwk8BdMAY8ipa1je35.jpg)