ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଛତା ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ବାସଭବନ ସମେତ ଭୁବନେଶ୍ବର, ଭଦ୍ରକ, କଟକ, ଚୌଦ୍ବାର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦି ସମେତ ୭ଟି ସ୍ଥାନରେ  ଭିଜିଲାନ୍ସ ଚଢ଼ଉ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଛତା ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ବାସଭବନ ସମେତ ଭୁବନେଶ୍ବର, ଭଦ୍ରକ, କଟକ, ଚୌଦ୍ବାର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦି ସମେତ ୭ଟି ସ୍ଥାନରେ  ଭିଜିଲାନ୍ସ ଚଢ଼ଉ ।

13

Photograph: (kanaknews)

କେନ୍ଦ୍ରାପଡ଼ା: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଛତା ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ବାସଭବନ ସମେତ ଭୁବନେଶ୍ବର, ଭଦ୍ରକ, କଟକ, ଚୌଦ୍ବାର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦି ସମେତ ୭ଟି ସ୍ଥାନରେ  ଭିଜିଲାନ୍ସ ଚଢ଼ଉ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe