ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ଓପନର୍ ଶିଖର ଧାୱନ ; ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ନେଲେ ସନ୍ନ୍ୟାସ

Advertisment

cricket

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରୁ ଶିଖର ଧାୱନଙ୍କ ଅବସର। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ ସନ୍ୟାସ ଘୋଷଣା କରିଛନ୍ତି। ଶିଖର କହିଛନ୍ତି, କ୍ରିକେଟ୍ ଅଧ୍ୟାୟ ଶେଷ ହେଉଛି। ନିଜ ସହତ ଅଗଣିତ ସ୍ମୃତି ଓ କୃତଜ୍ଞତା ନେଇ ଯାଉଛନ୍ତି ବୋଲି କହିଛନ୍ତି ଶିଖର। ସମସ୍ତ ଭଲ ପାଇବା ଓ ସମର୍ଥନ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଛନ୍ତି। ୨୦୨୫ ଆଇପିଏଲ ଶିଖର ଧାୱନ ଖେଳିପାରନ୍ତି। କାରଣ ସେ ତାଙ୍କ ଭିଡିଓରେ ଆଇପିଏଲ୍ ସମ୍ପର୍କରେ କିଛି କହିନାହାନ୍ତି। ଶିଖର ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଓ ୬୮ଟି, ଟି-୨୦ ମ୍ୟାଚ୍ ଖେଳିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe