କନକବ୍ୟୁରୋ : ଗଞ୍ଜାମ କବିସୂର୍ଯ୍ୟନଗରରେ ଗୁଳିମାଡ଼ । ଦୁର୍ଦ୍ଦାନ୍ତ ଅପରାଧୀ ଲକ୍ଷ୍ମୀନାରାୟଣ ପାଇକରାୟକୁ ଗୁଳି କରି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । କିନ୍ତୁ କେଉଁ କାରଣକୁ ନେଇ ଅପରାଧୀ ଲକ୍ଷ୍ମୀନାରାୟଣକୁ ଗୁଳିମାଡ଼ ହୋଇଛି, ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗଞ୍ଜାମ କବିସୂର୍ଯ୍ୟନଗରରେ ଗୁଳିମାଡ଼ : ଦୁର୍ଦ୍ଦାନ୍ତ ଅପରାଧୀ ଲକ୍ଷ୍ମୀନାରାୟଣ ପାଇକରାୟକୁ ଗୁଳି କରି ହତ୍ୟା
ଗଞ୍ଜାମ କବିସୂର୍ଯ୍ୟନଗରରେ ଗୁଳିମାଡ଼ । ଦୁର୍ଦ୍ଦାନ୍ତ ଅପରାଧୀ ଲକ୍ଷ୍ମୀନାରାୟଣ ପାଇକରାୟକୁ ଗୁଳି କରି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ
/kanak/media/media_files/2025/03/30/W3xnSEALmnUTwwGin0dY.jpg)