କନକ ବ୍ୟୁରୋ: ପାରାଦୀପ ନିକଟ ସମୁଦ୍ରରେ ଜାହାଜ ବୁଡ଼ିବା ଘଟଣା । ଉଦ୍ଧାର ହୋଇଥିବା ୧୧ ନାବିକଙ୍କୁ ନେଇ ପାରାଦୀପରେ ପହଞ୍ଚିଲା କୋଷ୍ଟଗାର୍ଡ । ଘଟଣାରେ ଏବେ ବି ୩ ଜଣ ନିଖୋଜ ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡ ପକ୍ଷରୁ ଚାଲିଛି ଅପରେସନ । ଜାହାଜ ଓ ବିମାନ ଯୋଗେ ସମୁଦ୍ରରେ ସର୍ଚ୍ଚ ଅପରେସନ କରାଯାଉଛି । କୋଲକାତାରୁ ପୋର୍ଟବ୍ଲେୟାର ଯିବା ସମୟର ୨୫ ତାରିଖରେ ଜାହାଜଟି ସମୁଦ୍ରରେ ବୁଡ଼ି ଯାଇଥିଲା ।
ପାରାଦୀପ ନିକଟ ସମୁଦ୍ରରେ ଜାହାଜ ବୁଡ଼ି ଘଟଣା । ଏବେ ବି ୩ ନିଖୋଜ, ଜାହାଜ ଓ ବିମାନ ଦ୍ୱାରା ଚାଲିଛି ଉଦ୍ଧାର କାର୍ଯ୍ୟ
ପାରାଦୀପ ନିକଟ ସମୁଦ୍ରରେ ଜାହାଜ ବୁଡ଼ିବା ଘଟଣା । ଉଦ୍ଧାର ହୋଇଥିବା ୧୧ ନାବିକଙ୍କୁ ନେଇ ପାରାଦୀପରେ ପହଞ୍ଚିଲା କୋଷ୍ଟଗାର୍ଡ । ଘଟଣାରେ ଏବେ ବି ୩ ଜଣ ନିଖୋଜ ରହିଛନ୍ତି ।
/kanak/media/media_files/F7WJJhHBsWU3ETmS5LZ2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)