କନକ ବ୍ୟୁରୋ; ଏବେ ନଜର ପକାଇବା ଆଉ ଏକ ରୋଚକ ଖବର ଉପରେ । ଅଭିନେତ୍ରୀ ତଥା ବିଜେପି ସାଂସଦଙ୍କ ନାଁରେ ଏକ ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ ବିଲ୍ ।
ହିମାଚଳପ୍ରଦେଶ ମନାଲିରେ ଥିବା କଙ୍ଗନାଙ୍କ ଘରେ ଉପରେ ୧ଲକ୍ଷ ଟଙ୍କାର ବିଲ୍ ଆଣି ଶୀଘ୍ର ପୈଠ କରିବାକୁ କହିଛି ବିଦ୍ୟୁତ ବିଭାଗ । ଦୁଇମାସର ବିଲ୍ ଓ ଫାଇନ୍ ବୋଲି ଜଣାପଡିଛି । ବିଦ୍ୟୁତ ବିଭାଗ ଅଧୀକାରୀ ସନ୍ଦିପ କୁମାର କହିଛନ୍ତି ଜାନୁଆରୀ ୧୬ରୁ କୌଣସି ବିଲ ପୈଠ କରାଯାଇନି । ୯୦ହଜାର ୩୮୪ ଟଙ୍କାର ବିଲ୍ ଏବେ ଫାଇନ ମିଶି ଏକ ଲକ୍ଷରେ ପହଁଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/11/iXecydattu8uheO1r4x8.jpg)