୧୦ ଦିନରେ ସରିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ : ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅଯୋଗ୍ୟ ହୋଇଥିଲେ କଟିବ କାର୍ଡ

ରାସନକାର୍ଡ ସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ରୋହିଙ୍ଗ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରୋହିଙ୍ଗ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଇ-କେଓ୍ୱାଇସି ଯାଞ୍ଚ ଚାଲିଛି ।

ଅଦ୍ୟତନ ହୋଇଛି
RASAN CARD

କନକବ୍ୟୁରୋ : ରାସନକାର୍ଡ ସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା  । ରୋହିଙ୍ଗ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି  । ରୋହିଙ୍ଗ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି କହିଛନ୍ତି ମନ୍ତ୍ରୀ  । ଇ-କେଓ୍ୱାଇସି ଯାଞ୍ଚ ଚାଲିଛି  । ଆଉ ୧୦ ଦିନ ଭିତରେ ଯାଞ୍ଚ ଶେଷ ହେବ  । ଏହାପରେ ଯେଉଁମାନେ ଅଯୋଗ୍ୟ ଥିବେ ସେମାନଙ୍କ କାର୍ଡ କାଟିବେ ରାଜ୍ୟ ସରକାର  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe