କନକବ୍ୟୁରୋ : ରାସନକାର୍ଡ ସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ରୋହିଙ୍ଗ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରୋହିଙ୍ଗ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଇ-କେଓ୍ୱାଇସି ଯାଞ୍ଚ ଚାଲିଛି । ଆଉ ୧୦ ଦିନ ଭିତରେ ଯାଞ୍ଚ ଶେଷ ହେବ । ଏହାପରେ ଯେଉଁମାନେ ଅଯୋଗ୍ୟ ଥିବେ ସେମାନଙ୍କ କାର୍ଡ କାଟିବେ ରାଜ୍ୟ ସରକାର ।
୧୦ ଦିନରେ ସରିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ : ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅଯୋଗ୍ୟ ହୋଇଥିଲେ କଟିବ କାର୍ଡ
ରାସନକାର୍ଡ ସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ରୋହିଙ୍ଗ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରୋହିଙ୍ଗ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଇ-କେଓ୍ୱାଇସି ଯାଞ୍ଚ ଚାଲିଛି ।
/kanak/media/media_files/2024/10/29/zzkOvTvS0x3LICPm1p86.jpg)