କର୍ଣ୍ଣାଟକରେ ଲଜ୍ଜା : ଇସ୍ରାଏଲ ପର୍ଯ୍ୟଟକଙ୍କ ସମେତ ଦୁଇଜଣ ଯୁବତୀଙ୍କୁ ଗଣଦୁଷ୍କର୍ମ

Advertisment

କର୍ଣ୍ଣାଟକରେ ଲଜ୍ୟା ।  ବିଦେଶୀ ପର୍ଯ୍ୟଟକ ଓ ତାଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଏକ ସଂଗୀନ ଅଭିଯୋଗ ଆସିଛି । ଘଟଣା ଘଟିଛି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହମ୍ପିରେ

କର୍ଣ୍ଣାଟକରେ ଲଜ୍ୟା ।  ବିଦେଶୀ ପର୍ଯ୍ୟଟକ ଓ ତାଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଏକ ସଂଗୀନ ଅଭିଯୋଗ ଆସିଛି । ଘଟଣା ଘଟିଛି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହମ୍ପିରେ

karanatak 2

Photograph: (KanakNews )

କନକବ୍ୟୁରୋ : କର୍ଣ୍ଣାଟକରେ ଲଜ୍ୟା ।  ବିଦେଶୀ ପର୍ଯ୍ୟଟକ ଓ ତାଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଏକ ସଂଗୀନ ଅଭିଯୋଗ ଆସିଛି । ଘଟଣା ଘଟିଛି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହମ୍ପିରେ । ୩ଜଣ ପୁରୁଷ ବନ୍ଧୁଙ୍କ ସହ ଦୁଇଜଣ ଯୁବତୀ ବୁଲିବାକୁ ଯାଇଥିବା ବେଳେ ତାଙ୍କ ସହ ଘଟିଛି ଜଘନ୍ୟ କାଣ୍ଡ । ଇସ୍ରାଏଲ ଯୁବତୀ ଓ ଅନ୍ୟଜଣେ ଯୁବତୀଙ୍କ ସହ ଦୁବ୍ୟବହାର କରିବା ସହ ପୁରୁଷ ବନ୍ଧୁଙ୍କୁ ମାଡପିଟ କରିଥିଲେ ଅଭିଯୁକ୍ତ  । ପରେ ପୁରୁଷ ବନ୍ଧୁଙ୍କୁ ହାତଗୋଡ ବାନ୍ଧି ଝରଣାକୁ ଫିଙ୍ଗିଦେଇଥିଲେ  । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଅପରାଧ ଘଟାଇ ଦୁବୁର୍ତ୍ତ ଫେରାର ହୋଇଥିବା ୨୪ଘଣ୍ଟା ହୋଇଯାଇଥିଲେ ବି ଅପରାଧୀଙ୍କ ଟେର ପାଉନି ପୁଲିସ 

 ଏତେ ତଳକୁ ଯାଇ ମଣିଷ ଏଭଳି କାଣ୍ତ ଘଟାଇପାରୁଛି ସତରେ ଆମେ ସଭ୍ୟ ସମାଜରେ ବାସ କରୁଛେ  ।  ଏଥିସହ  ସେହି ମଧ୍ୟରୁ ଜଣେ ପୀଡିତା ବୟାନ ଦେଇ କହିଛନ୍ତି ଯେତେବେଳେ ସେମାନଙ୍କୁ ବଳାତ୍କାରୀ ଓ ସାଙ୍ଗରେ ଥିବା  ସାଙ୍ଗମାନେ ବଳାତ୍କାର କରିଥିଲେ  ସେହି ସମୟ ସତରେ କେତେ ହୃଦୟ ବିଦାରକ ରହିଥିବ ।  ସତରେ ଏସବୁ ପାଇଁ ଆଉ କେତେ ଲଜ୍ଜିତ ହେବା ଆମେ 

ତେବେ ସେହି ଘଟଣା ପରେ ଅଭିଯୁକ୍ତ କୁ ଖୋଜିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରିବା ସହ ଏହି ଘଟଣାରେ ବାକି ନିଖୋଜ ଥିବା ପର୍ଯ୍ୟଟକଙ୍କୁ ଖୋଜିବା ପାଇଁ ପୋଲିସ ଅଗ୍ନିଶମ ବିଭାଗର ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି , ପୋଲିସଙ୍କ ସୂଚନା ଅନୁଯାୟୀ ଏହି ଘଟଣା ରାତି ୧୧.୩୦ ମଧ୍ୟରେ ହୋଇଛି , ଏହି ଘଟଣା ପରେ  ଅଭିଯୁକ୍ତ ମାନେ ସେମାନଙ୍କୁ ହ୍ରଦ ନିକଟରେ ପକାଇଥିଲେ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe