ରାଉରକେଲାରେ ପୁଣି ଲଜ୍ୟା; ନାବାଳିକା ଝିଅକୁ ଦୁଇ ବର୍ଷ ଧରି ଦୁଷ୍କର୍ମ ଅଭିଯୋଗ

Advertisment

ଜଣେ ୧୭ ବର୍ଷୀୟ ନାବାଳିକା ଝିଅକୁ ଦୁଇ ବର୍ଷ ଧରି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

ଜଣେ ୧୭ ବର୍ଷୀୟ ନାବାଳିକା ଝିଅକୁ ଦୁଇ ବର୍ଷ ଧରି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

Minor Girl

କନକ ବ୍ୟୁରୋ : ରାଉରକେଲାରେ ପୁଣି ଲଜ୍ୟା । ସହରରେ ଜଣେ ୧୭ ବର୍ଷୀୟ ନାବାଳିକା ଝିଅକୁ ଦୁଇ ବର୍ଷ ଧରି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ନାବାଳିକା ଝିଅଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଦୁଇବର୍ଷ ଧରି ସମ୍ପର୍କୀୟ ସଂପୃକ୍ତ ନାବାଳିକାକୁ ନିର୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ରଘୁନାଥପଲ୍ଲୀ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe