ସକିଲ୍‌ର ଆତ୍ମସମର୍ପଣ: କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର

ସକିଲ୍‌ର ଜାମିନ୍ ଆବେଦନ ଖାରଜ ହୋଇଛି । କିଛି ସମୟ ପରେ ଜେଲ୍‌ ପଠାଯିବ । ତେବେ ଗୋଟିଏ ପଟେ କଟକରେ ପୁଣି ଗ୍ୟାଙ୍ଗ ମୁଣ୍ଡ ଟେକୁ ଥିବା ବେଳେ ଗ୍ୟାଙ୍ଗଷ୍ଟର ସକିଲର ଜାମିନ ଆବେଦନ ଖାରଜ ହେବା ପୁଲିସକୁ ଆଶ୍ୱସ୍ତ କରିଛି । 

15

Photograph: (kanak news)

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ସକିଲ୍‌ର ଆତ୍ମସମର୍ପଣ । କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଆଜି ଆତ୍ମସମର୍ପଣ କରିଛି ଗ୍ୟାଙ୍ଗଷ୍ଟାର ସକିଲ । ସକିଲ୍‌ର ଜାମିନ୍ ଆବେଦନ ଖାରଜ ହୋଇଛି । କିଛି ସମୟ ପରେ ଜେଲ୍‌ ପଠାଯିବ । ତେବେ ଗୋଟିଏ ପଟେ କଟକରେ ପୁଣି ଗ୍ୟାଙ୍ଗ ମୁଣ୍ଡ ଟେକୁ ଥିବା ବେଳେ ଗ୍ୟାଙ୍ଗଷ୍ଟର ସକିଲର ଜାମିନ ଆବେଦନ ଖାରଜ ହେବା ପୁଲିସକୁ ଆଶ୍ୱସ୍ତ କରିଛି । 

ଗତ କିଛି ଦିନ ତଳେ କଟକର ଭୁଆଶୁଣି ପଠାରେ ଡି ଗ୍ୟାଙ୍ଗର କିଛି ସଦସ୍ୟ ମେଳି କରିଥିବା ଖବର ସାମ୍ନାକୁ ଆସିଥିଲା । ପାର୍ବଣ ବେଳେ ଅପରାଧୀଙ୍କ ଏଭଳି ମେଳି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe