କନକ ବ୍ୟୁରୋ : ଭାରତ ବିରୋଧରେ ବିଷ ଉଗାଳିବା ସହ ମୋଦୀ ସରକାରଙ୍କୁ କଡ଼ା ଶଦ୍ଧରେ ଆଫ୍ରିଦି ସମାଲୋଚନା କରିବାକୁ ପଛାଇନାହାଁନ୍ତି । ପାକିସ୍ତାନୀ ଟିଭି ଚ୍ୟାନେଲ ସାକ୍ଷାତ କାର୍ଯ୍ୟକ୍ରମରେ ସାହିଦ ଭାରତ ଉପରେ ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଲଗାଇଛନ୍ତି । ଆଫ୍ରିଦି କହିଛନ୍ତି ମୋଦୀ ସରକାର ଶାସନ କ୍ଷମତାରେ ରହିବା ପାଇଁ ଧର୍ମକୁ ନେଇ ରାଜନୀତି କରନ୍ତି ଗାଜା ପ୍ରତି ଇସ୍ରାଏଲର ବ୍ୟବହାର ଠିକ ପାକିସ୍ତାନ ସହ ବର୍ବରତାପୂର୍ଣ୍ଣ ବ୍ୟବହାର କରେ ଭାରତ । ଏଥିରୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ମଧ୍ୟ କଡ଼ା ଶଦ୍ଧାରେ ସେ ବିରୋଧ କରିଛନ୍ତି ସବୁଠୁ ବଡ କଥା ହେଉଛି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କ ପ୍ରଶଂସା । ରାହୁଲଙ୍କୁ ଜଣେ ସକାରାତ୍ମକ ଚିନ୍ତାଧାର ରାଜନେତା କହିଛନ୍ତି ଆଫ୍ରିଦି
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହିଦ ଆଫ୍ରିଦଙ୍କ ସମାଲୋଚନା, ଭାରତକୁ ଇସ୍ରାଏଲ ସହ କଲେ ତୁଳନା
ପାକିସ୍ତାନୀ ଟିଭି ଚ୍ୟାନେଲ ସାକ୍ଷାତ କାର୍ଯ୍ୟକ୍ରମରେ ସାହିଦ ଭାରତ ଉପରେ ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଲଗାଇଛନ୍ତି ।
/kanak/media/media_files/2025/09/16/54-2025-09-16-21-52-38.jpg)