କନକ ବ୍ୟରୋ: ବାଙ୍କୀରେ ସେକ୍ସ ରାକେଟ ଠାବ। ବୈଦେଶ୍ୱର ଥାନା କଳାପଥର ଅଞ୍ଚଳରେ ଏକ ଓୟୋ ହୋଟେଲରେ ଚାଲିଥିଲା ଦେହ ବ୍ୟବସାୟ। ବିଳମ୍ବିତ ରାତିରେ ଗ୍ରାହକ ବେଶରେ ଯାଇ ଦୁଇ ଯୁବକଙ୍କୁ କାବୁ କରିଛନ୍ତି ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟ ଦର୍ଶନ ସେଠୀ । ଦୁଇ ଜଣ ଦେହଜୀବୀଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ହୋଟେଲରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ଦୀର୍ଘ ଦିନରୁ ଏଠାରେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ଚଢ଼ାଉ କରିଥିଲା । ପୋଲିସର ଏଭଳି ଚଢ଼ାଉକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।
ଚଢ଼ାଉ ପାଇଁ ନିଜେ ଗ୍ରାହକ ବେଶରେ ଯାଇଥିଲେ ଥାନା ଅଧିକାରୀ ; ବାଙ୍କୀ କଳାପଥରରେ ସେକ୍ସ ରାକେଟ୍ ଠାବ, ୨ ଯୁବକ, ଯୁବତୀ ଗିରଫ
ବାଙ୍କୀ କଳାପଥରରେ ସେକ୍ସ ରାକେଟ୍ ଠାବ । ବିଳମ୍ବିତ ରାତିରେ ଚଢ଼ଉ କରି ୨ ଯୁବକ, ଯୁବତୀଙ୍କୁ ଗିରଫ କଲା ବୈଦେଶ୍ୱର ପୋଲିସ । ଚଢ଼ାଉ ପାଇଁ ନିଜେ ଗ୍ରାହକ ବେଶରେ ଯାଇଥିଲେ ଥାନା ଅଧିକାରୀ ।
/kanak/media/media_files/2024/12/03/29xEewhPPsAiPaWRfOuo.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)