ଯାତ୍ରା  ଦେଖିବାକୁ ଯାଇଥିଲେ ; ଏପଟେ ଘରେ କଳାକନା ବୁଲାଇଲେ ଚୋର

Advertisment

ଯାତ୍ରା ଦେଖିବାକୁ ଯିବା ହେଲା କାଳ ।  ଘରେ କେହିନଥିବାର ସୁଯୋଗ ଦେଖି କଳାକନା ବୁଲାଇଲେ ଚୋର । ବାଲେଶ୍ବର ସୋରରେ ସିରିଜ ଲୁଟ , ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ସମ୍ପତ୍ତି ଲୁଟିନେଲେ ଲୁଟେରା । ସାମ୍ନାକୁ ଆସିଲା ଚୋରି ସିସିଟିଭି ଫୁଟେଜ ।

ଯାତ୍ରା ଦେଖିବାକୁ ଯିବା ହେଲା କାଳ ।  ଘରେ କେହିନଥିବାର ସୁଯୋଗ ଦେଖି କଳାକନା ବୁଲାଇଲେ ଚୋର । ବାଲେଶ୍ବର ସୋରରେ ସିରିଜ ଲୁଟ , ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ସମ୍ପତ୍ତି ଲୁଟିନେଲେ ଲୁଟେରା । ସାମ୍ନାକୁ ଆସିଲା ଚୋରି ସିସିଟିଭି ଫୁଟେଜ ।

loot -----

loot ----- Photograph: (kanakNews)

କନକ ବ୍ୟୁରୋ: ଯାତ୍ରା ଦେଖିବାକୁ ଯିବା ହେଲା କାଳ । ଘରେ କେହିନଥିବାର ସୁଯୋଗ ଦେଖି କଳାକନା ବୁଲାଇଲେ ଚୋର । ବାଲେଶ୍ବର ସୋର ଅଞ୍ଚଳରୁ ସିରିଜ ଲୁଟ। ରାତିଅଧରେ କବାଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ସମ୍ପତ୍ତି ଲୁଟିନେଇଛନ୍ତି ଲୁଟେରା । ୪ଟି ଘରୁ କଳା କନା ବୁଲାଇଛନ୍ତି ଲୁଟେରା ।   ସିସିଟିଭି କ୍ୟାମେରାରେ କଏଦ ହୋଈଛି ଲୁଟ୍ ସମୟର ଦୃଶ୍ୟ । ବାଲେଶ୍ବର ଜିଲ୍ଲା ସୋର ଥାନା ତୁଣ୍ଡପଡ଼ା ଗାଁରୁ ଏଭଳି ଚୋରି ହୋଇଛି । ଏଭଳି ସିରିଜ ଲୁଟ ପୁଲିସ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି । ଖବର ପାଇ ଘଟଣାସ୍ଥଳରେ ସୋର ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe