କନକ ବ୍ୟୁରୋ: ଯାତ୍ରା ଦେଖିବାକୁ ଯିବା ହେଲା କାଳ । ଘରେ କେହିନଥିବାର ସୁଯୋଗ ଦେଖି କଳାକନା ବୁଲାଇଲେ ଚୋର । ବାଲେଶ୍ବର ସୋର ଅଞ୍ଚଳରୁ ସିରିଜ ଲୁଟ। ରାତିଅଧରେ କବାଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ସମ୍ପତ୍ତି ଲୁଟିନେଇଛନ୍ତି ଲୁଟେରା । ୪ଟି ଘରୁ କଳା କନା ବୁଲାଇଛନ୍ତି ଲୁଟେରା । ସିସିଟିଭି କ୍ୟାମେରାରେ କଏଦ ହୋଈଛି ଲୁଟ୍ ସମୟର ଦୃଶ୍ୟ । ବାଲେଶ୍ବର ଜିଲ୍ଲା ସୋର ଥାନା ତୁଣ୍ଡପଡ଼ା ଗାଁରୁ ଏଭଳି ଚୋରି ହୋଇଛି । ଏଭଳି ସିରିଜ ଲୁଟ ପୁଲିସ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି । ଖବର ପାଇ ଘଟଣାସ୍ଥଳରେ ସୋର ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ଯାତ୍ରା ଦେଖିବାକୁ ଯାଇଥିଲେ ; ଏପଟେ ଘରେ କଳାକନା ବୁଲାଇଲେ ଚୋର
ଯାତ୍ରା ଦେଖିବାକୁ ଯିବା ହେଲା କାଳ । ଘରେ କେହିନଥିବାର ସୁଯୋଗ ଦେଖି କଳାକନା ବୁଲାଇଲେ ଚୋର । ବାଲେଶ୍ବର ସୋରରେ ସିରିଜ ଲୁଟ , ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ସମ୍ପତ୍ତି ଲୁଟିନେଲେ ଲୁଟେରା । ସାମ୍ନାକୁ ଆସିଲା ଚୋରି ସିସିଟିଭି ଫୁଟେଜ ।
/kanak/media/media_files/2025/01/30/9g06ik35rk1CKe2axS4w.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)