ସିରିଜ୍ ଏଟିଏମ୍ ଲୁଟ୍ ; ଏସ୍‌ବିଆଇ ଏଟିଏମ୍‌ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା

ବୌଦ୍ଧ ଓ ରେଢାଖୋଲରେ ସିରିଜ୍ ଏଟିଏମ୍‌ ଲୁଟ୍ । ଏସ୍‌ବିଆଇ ଏଟିଏମ୍‌ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା । କେତେ ଟଙ୍କା ନେଇଛନ୍ତି ଦୁର୍ବୃତ୍ତ ଜଣାପଡ଼ିନି ପରିମାଣ । ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ।

atm

କନକ ବ୍ୟୁରୋ: ବୌଦ୍ଧରେ ସିରିଜ ଏଟିଏମ ଲୁଟ । ଗୋଟିଏ ଦିନରେ ହିଁ ଦୁଇଟି ଏଟିଏମ ତାଡି ଟଙ୍କା ନେଇଗଲେ । ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ବଢିଗାଁ ଓ ବିରନରସିଂହପୁର ଏଟିଏମରୁ ଲୁଟ ହୋଇଛି । କେହି ସୁରକ୍ଷାକର୍ମୀ ନଥିବାର ସୁଯୋଗ ନେଇ ଦୁବୃର୍ତ୍ତ ମାନେ ଏହି ଏଟିଏମଙ୍କୁ ଭାଙ୍ଗି ଟଙ୍କା ନେଇଛନ୍ତି । ଘଟଣା ସ୍ଥଳରେ ବୌଦ୍ଧ ଥାନା ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏଯାଏଁ ଲୁଟେରାଙ୍କ ପତ୍ତା ଲଗାଇବାରେ ସଫଳ ହୋଇନି ପୋଲିସ  । ଅନ୍ୟପଟେ ଏଟିଏମରୁ ଏଭଳି ଲୁଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ବଢିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe