ନ୍ୟୁଜ୍ ରାଜ୍ୟ ଟାଟା ଏସି ଓ ଅଟୋକୁ ଧକ୍କା ଦେଲା ବୋଲେରୋ ; କଟକ ଯୋବ୍ରା ବ୍ରିଜ୍ ଉପରେ ସିରିଜ ଦୁର୍ଘଟଣା ଟାଟା ଏସି ଓ ଅଟୋକୁ ଧକ୍କା ଦେଲା ବୋଲେରୋ ; କଟକ ଯୋବ୍ରା ବ୍ରିଜ୍ ଉପରେ ସିରିଜ ଦୁର୍ଘଟଣା । ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ।ଗାଡି ଚାଳକ ଥାନାରେ ଅଟକ, ଆହତ ମେଡିକାଲରେ ଭର୍ତ୍ତି । 17 Sep 2024 09:04 IST Anupama Rout Follow Us