ଟାଟା ଏସି ଓ ଅଟୋକୁ ଧକ୍କା ଦେଲା ବୋଲେରୋ ; କଟକ ଯୋବ୍ରା ବ୍ରିଜ୍ ଉପରେ ସିରିଜ ଦୁର୍ଘଟଣା
ଟାଟା ଏସି ଓ ଅଟୋକୁ ଧକ୍କା ଦେଲା ବୋଲେରୋ ; କଟକ ଯୋବ୍ରା ବ୍ରିଜ୍ ଉପରେ ସିରିଜ ଦୁର୍ଘଟଣା । ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ।ଗାଡି ଚାଳକ ଥାନାରେ ଅଟକ, ଆହତ ମେଡିକାଲରେ ଭର୍ତ୍ତି ।
/kanak/media/media_files/5qwQsFF0NID4ixUrVGCX.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)