ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଅଘଟଣ ; ବରିଷ୍ଠ ସେବାୟତଙ୍କୁ ହତ୍ୟା

ପୁରୀର ଗୁଡ଼ିଆ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ୮୩ ବର୍ଷୀୟ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା ।

Senior serviceman murdered

Photograph: (kanakNews)

କନକ ବ୍ୟୁରୋ : ସ୍ନାନ ପୂର୍ଣ୍ଣିମାରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା । ପୁରୀର ଗୁଡ଼ିଆ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ୮୩ ବର୍ଷୀୟ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା । କିଏ ଓ କାହିଁକି ହତ୍ୟା କରାଗଲା ସେ ନେଇ କିଛି ସ୍ପଷ୍ଟ ସୂଚନା ଆସିନାହିଁ । କିନ୍ତୁ ପୁରୀ ଏବେ ପୁଲିସ ଛାଉଣୀ ରହିଛି , ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ଏହି ସମୟରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା କରିବା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe