କନକ ବ୍ୟୁରୋ: ରାଜ୍ୟ ନିର୍ବାଚନ କମିଶନର ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ୍ ମଧୁସୂଦନ ପାଢୀ । ଦାୟିତ୍ବ ନେବା ପରେ କନକ ନ୍ୟୁଜକୁ ପ୍ରତିକ୍ରିୟାରେ କହିଛନ୍ତି, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ପ୍ରାଥମିକତା ଦିଆଯିବ । ଭୋଟର ମାନେ କିଭଳି ଅଧିକ ସଂଖ୍ୟାରେ ଆସି ମତଦାନ ପ୍ରକ୍ରିୟାରେ ସାମିଲ ହେବେ, ସେଥିପାଇଁ ଭୋଟର ମାନଙ୍କୁ ଆକୃଷ୍ଟ କରାଯିବ । ପ୍ରାଶାସନିକ ବିଭାଗରେ ୩୦ରୁ ଅଧିକ ବର୍ଷର ଅଭିଜ୍ଞତା ଥିବାରୁ ତାକୁ କାମରେ ଲଗାଇବେ ବୋଲି କହିଛନ୍ତି ମଧୁସୂଦନ ପାଢୀ ।
ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢୀ । କହିଲେ ଅଧିକ ମତଦାନକୁ ପ୍ରୋତ୍ସାହିତ କରାଯିବ ।
ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢୀ । କହିଲେ, ନିରପେକ୍ଷ ନିର୍ବାଚନ ହେବ ପ୍ରାଥମିକତା । ଅଧିକ ମତଦାନ ପାଇଁ ଭୋଟରଙ୍କୁ କରାଯିବ ପ୍ରୋତ୍ସାହିତ ।
/kanak/media/media_files/2025/01/31/lW0s9Svz0c4EJpsmHQug.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)