ବରିଷ୍ଠଙ୍କୁ ଏଫଡି କରିବ ମାଲାମାଲ୍… ଏସବୁ ବ୍ୟାଙ୍କ ଦେଉଛନ୍ତି ସବୁଠୁ ଅଧିକ ସୁଧ
ଆଜିକା ଦିନରେ ବରିଷ୍ଠ ନାଗରିକଙ୍କ ପାଇଁ ଅର୍ଥ ସଞ୍ଚୟ କରିବା ଏବଂ ସେଥିରୁ ସର୍ବାଧିକ ଲାଭ ପାଇବାର ବଡ଼ ବାଟ ହେଉଛି ଫିକ୍ସଡ୍ ଡିପୋଜିଟ୍ । କାରଣ ଏବେକା ସମୟରେ ୧୦ରୁ ଅଧିକ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ପାଇଁ ଏଫଡି ସୁବିଧା ରଖିଛନ୍ତି ଯେଉଁଥିରେ ବାର୍ଷିକ ୭.୨୫ରୁ ୮.୫ ପ୍ରତିଶତ ସୁଧ ମିଳୁଛି ।
/kanak/media/media_files/2025/07/29/fd-2025-07-29-14-52-11.jpg)