ଓଡ଼ିଶା ଉପକୂଳ ସୁରକ୍ଷା ଉପରେ ସତର୍କ ଆଖି; ଅସ୍ତରଙ୍ଗ ଦେବୀ ନଦୀରେ ବଢ଼ିଲା ସୁରକ୍ଷା

Advertisment

ଅସ୍ତରଙ୍ଗ ଦେବୀ ନଦୀରେ ବଢିଲା ସୁରକ୍ଷା,ନଦୀ ଭିତରେ ଚାଲିଛି ଘନଘନ ଯାଞ୍ଚ । ପହଲଗାମରେ ଆତଙ୍କବାଦୀଙ୍କ ବର୍ବରତା ପାଇଁ ଓଡ଼ିଶାରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

ଅସ୍ତରଙ୍ଗ ଦେବୀ ନଦୀରେ ବଢିଲା ସୁରକ୍ଷା,ନଦୀ ଭିତରେ ଚାଲିଛି ଘନଘନ ଯାଞ୍ଚ । ପହଲଗାମରେ ଆତଙ୍କବାଦୀଙ୍କ ବର୍ବରତା ପାଇଁ ଓଡ଼ିଶାରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

16xcfbf

Photograph: (kanaknews)

କନକ ବ୍ୟୁରୋ : ଅସ୍ତରଙ୍ଗ ଦେବୀ ନଦୀରେ ବଢିଲା ସୁରକ୍ଷା,ନଦୀ ଭିତରେ ଚାଲିଛି ଘନଘନ ଯାଞ୍ଚ । ପହଲଗାମରେ ଆତଙ୍କବାଦୀଙ୍କ ବର୍ବରତା ପାଇଁ ଓଡ଼ିଶାରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଦେବୀ ନଦୀ ଭିତରେ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ଇଣ୍ଟରସେପ୍ଟର ବୋଟ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି । 

ଅସ୍ତରଙ୍ଗ ସାମୁଦ୍ରିକ ଥାନା ସହ ଇଣ୍ଟରସେପ୍ଟର ବୋଟରେ କାର୍ଯ୍ୟରତ ତଟରକ୍ଷୀ କର୍ମଚାରୀ ନଦୀରେ ପଇଁତରା ମାରୁଛନ୍ତି । ଏବେ ମାଛ ମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି I ତେଣୁ ଟ୍ରଲର ଆଉ ଯନ୍ତ୍ରଚାଳିତ ଡଙ୍ଗା ଚଳାଚଳ ବନ୍ଦ ରହିଛି ।  ଆଉ ଯାହା କିଛି ଚାଲୁଛି ସେ ସବୁର ପ୍ରମାଣପତ୍ର ଯାଞ୍ଚ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe