କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ଧାରଣା : ସିକ୍ୟୁରିଟି ଗାର୍ଡଙ୍କୁ ମାଡମରା ଘଟଣାରେ ପ୍ରତିବାଦ

କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ଧାରଣା । ସିକ୍ୟୁରିଟି ଗାର୍ଡଙ୍କୁ ମାଡମରା ଘଟଣାରେ ପ୍ରତିବାଦ ।  ଗତକାଲି ଶିଶୁ ମୃତ୍ୟୁକୁ ନେଇ ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ଆକ୍ରମଣ କରିଥିବା ଅଟୋ ଚାଳକଙ୍କ ଗିରଫ ଦାବି କରିଛନନ୍ତି ସୁରକ୍ଷାକର୍ମୀ

1

Photograph: (kanaknews)

କନକବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ଧାରଣା । ସିକ୍ୟୁରିଟି ଗାର୍ଡଙ୍କୁ ମାଡମରା ଘଟଣାରେ ପ୍ରତିବାଦ ।  ଗତକାଲି ଶିଶୁ ମୃତ୍ୟୁକୁ ନେଇ ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ଆକ୍ରମଣ କରିଥିବା ଅଟୋ ଚାଳକଙ୍କ ଗିରଫ ଦାବି କରିଛନନ୍ତି ସୁରକ୍ଷାକର୍ମୀ । ୟୁନିଫର୍ମ ପିନ୍ଧିଲେ ଭୟ ଲାଗୁଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା କର୍ମୀ । 

ଗତକାଲି ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ମୃତ ଶିଶୁଙ୍କ ପରିବାର ଲୋକେ ଆନ୍ଦୋଳନ କରିଥିଲେ । ମୃତ ଶିଶୁଙ୍କ ବାପା ଅଟୋ ଡ୍ରାଇଭର ହୋଇଥିବାରୁ ଅନ୍ୟ ଅଟୋ ଡ୍ରାଇଭର ମାନେ ବି ଆନ୍ଦୋଳନ କରିଥିଲେ । ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ଆକ୍ରମଣ କରିଥିବା ଅଟୋ ଚାଳକଙ୍କ ଗିରଫ ଦାବି କରିଛନ୍ତି ସୁରକ୍ଷାକର୍ମୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe