କନକବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ଧାରଣା । ସିକ୍ୟୁରିଟି ଗାର୍ଡଙ୍କୁ ମାଡମରା ଘଟଣାରେ ପ୍ରତିବାଦ । ଗତକାଲି ଶିଶୁ ମୃତ୍ୟୁକୁ ନେଇ ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ଆକ୍ରମଣ କରିଥିବା ଅଟୋ ଚାଳକଙ୍କ ଗିରଫ ଦାବି କରିଛନନ୍ତି ସୁରକ୍ଷାକର୍ମୀ । ୟୁନିଫର୍ମ ପିନ୍ଧିଲେ ଭୟ ଲାଗୁଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା କର୍ମୀ ।
ଗତକାଲି ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ମୃତ ଶିଶୁଙ୍କ ପରିବାର ଲୋକେ ଆନ୍ଦୋଳନ କରିଥିଲେ । ମୃତ ଶିଶୁଙ୍କ ବାପା ଅଟୋ ଡ୍ରାଇଭର ହୋଇଥିବାରୁ ଅନ୍ୟ ଅଟୋ ଡ୍ରାଇଭର ମାନେ ବି ଆନ୍ଦୋଳନ କରିଥିଲେ । ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ଆକ୍ରମଣ କରିଥିବା ଅଟୋ ଚାଳକଙ୍କ ଗିରଫ ଦାବି କରିଛନ୍ତି ସୁରକ୍ଷାକର୍ମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/23/1-2025-09-23-11-51-22.jpg)