କନକବ୍ୟୁରୋ: ଆଜି ନବରାତ୍ରର ତୃତୀୟ ଦିନ । ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ ଚଳଚଞ୍ଚଳ ହୋଇ ଉଠିଛି । ଭୋର ସମୟରୁ ମା'ଙ୍କ ପୂଜାର୍ଚ୍ଚନା କରାଯାଇଛି । ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ବଢିବାରେ ଲାଗିଛି । ନିଜର ମନସ୍କାମନା ପୂରଣ ପାଇଁ ଗତ କାଲିଠାରୁ ନିଜ ନିଜ ଘରେ ମା’ଙ୍କ ସ୍ଥାପନା କରି ୯ ଦିନର ବ୍ରତ ପାଳନ ମଧ୍ୟ କରିବେ ଶ୍ରଦ୍ଧାଳୁ ।
ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ରୀତିନୀତି ପୂଜା ଆରମ୍ଭ। ସେପଟେ ନବରାତ୍ରରେ ମା ଦୁର୍ଗାଙ୍କୁ ମୋଦୀଙ୍କ ଆରାଧନା କରିଛନ୍ତି । ମହାରାଷ୍ଟ୍ର ବାସିମ ଜଗଦମ୍ବା ମନ୍ଦିରରେ ଆଜି ପହଁଚି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଆର୍ଶୀବାଦ ଭିକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ମୋଦୀ ମହାରାଷ୍ଟ୍ରର ପାରମ୍ପାରିକ ଢ଼ୋଲ ବଜାଇବା ଦୃଶ୍ୟ ଧ୍ୟାନ ଆକର୍ଷଣ କରିଥିଲେ । ଏଥିସହ ସାଧୁସନ୍ଥଙ୍କୁ ଭେଟିଲେ ସେମାନଙ୍କଠୁ ଆର୍ଶୀବାଦ ନେଇଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/Ea6cT0jRybD90lccwsP8.jpg)