ସେକ୍ସନ ଅଫିସରଙ୍କ ଉନ୍ମତ୍ତକାଣ୍ଡ ; ଦିବ୍ୟାଙ୍ଗ ଆରଆଇଙ୍କୁ ନିସ୍ତୁକ ମାଡ ମାରିଲେ

ମାଲକାନଗିରି ମୋଟୁ ତହସିଲ ସେକ୍ସନ ଅଫିସରଙ୍କ ଉନ୍ମତ୍ତ କାଣ୍ଡ । ଦିବ୍ୟାଙ୍ଗ ଆରଆଇଙ୍କୁ ମାଡ଼ ମାରିଲେ । ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ । ପ୍ରଦୀପ ମହାପାତ୍ରଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ ।

Malkangiri

Malkangiri Photograph: (KanakNews)

କନକ ବ୍ୟୁରୋ : ମାଲକାନଗିରି ମୋଟୁ ତହସିଲ ସେକ୍ସନ୍ ଅଫିସରଙ୍କ ଉନ୍ମତ୍ତକାଣ୍ଡ । ଦିବ୍ୟାଙ୍ଗ ଆରଆଇଙ୍କୁ ମାଡ ମାରିଲେ ମୋଟୁ ତହସିଲର ବଡ ବାବୁ। ଦୁର୍ବ୍ୟବହାର ଓ ଗାଳିଗୁଲଜର ଭିଡିଓ ଭାଇରାଲ । ଭିଡିଓ ଭାଇରାଲ ପରେ ସେକ୍ସନ ଅଫିସରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ଭିନ୍ନକ୍ଷମ ଆରଆଇ ପ୍ରଦୀପ ମଣ୍ଡଳଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ମୋଟୁ ତହସିଲର ସେକ୍ସନ ଅଫିସର ପ୍ରଦୀପ୍ତ ମହାପାତ୍ର। ଏହାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe