କନକ ବ୍ୟୁରୋ : ମାଲକାନଗିରି ମୋଟୁ ତହସିଲ ସେକ୍ସନ୍ ଅଫିସରଙ୍କ ଉନ୍ମତ୍ତକାଣ୍ଡ । ଦିବ୍ୟାଙ୍ଗ ଆରଆଇଙ୍କୁ ମାଡ ମାରିଲେ ମୋଟୁ ତହସିଲର ବଡ ବାବୁ। ଦୁର୍ବ୍ୟବହାର ଓ ଗାଳିଗୁଲଜର ଭିଡିଓ ଭାଇରାଲ । ଭିଡିଓ ଭାଇରାଲ ପରେ ସେକ୍ସନ ଅଫିସରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ଭିନ୍ନକ୍ଷମ ଆରଆଇ ପ୍ରଦୀପ ମଣ୍ଡଳଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ମୋଟୁ ତହସିଲର ସେକ୍ସନ ଅଫିସର ପ୍ରଦୀପ୍ତ ମହାପାତ୍ର। ଏହାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ।
ସେକ୍ସନ ଅଫିସରଙ୍କ ଉନ୍ମତ୍ତକାଣ୍ଡ ; ଦିବ୍ୟାଙ୍ଗ ଆରଆଇଙ୍କୁ ନିସ୍ତୁକ ମାଡ ମାରିଲେ
ମାଲକାନଗିରି ମୋଟୁ ତହସିଲ ସେକ୍ସନ ଅଫିସରଙ୍କ ଉନ୍ମତ୍ତ କାଣ୍ଡ । ଦିବ୍ୟାଙ୍ଗ ଆରଆଇଙ୍କୁ ମାଡ଼ ମାରିଲେ । ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ । ପ୍ରଦୀପ ମହାପାତ୍ରଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)