୫ଟି ୱାର୍ଡରେ ୧୬୩ଧାରା

Advertisment

ଖୋର୍ଦ୍ଧା ମୁକୁନ୍ଦପୁରର ଯୁବକଙ୍କୁ ହତ୍ୟା ପରେ ୫ଟି ୱାର୍ଡରେ ଲାଗୁ ହୋଇଛି ୧୬୩ ଧାରା । ଏହି ଅଂଚଳର ସ୍କୁଲ କଲେଜ ବନ୍ଦ ସହିତ ମୋଟ୍ ୮ ପ୍ରକାରର ନିଷେଧାଜ୍ଞା ଜାରି କରାଯାଇଛି ।

ଖୋର୍ଦ୍ଧା ମୁକୁନ୍ଦପୁରର ଯୁବକଙ୍କୁ ହତ୍ୟା ପରେ ୫ଟି ୱାର୍ଡରେ ଲାଗୁ ହୋଇଛି ୧୬୩ ଧାରା । ଏହି ଅଂଚଳର ସ୍କୁଲ କଲେଜ ବନ୍ଦ ସହିତ ମୋଟ୍ ୮ ପ୍ରକାରର ନିଷେଧାଜ୍ଞା ଜାରି କରାଯାଇଛି ।

163

କନକ ବ୍ୟୁରୋ : ଖୋର୍ଦ୍ଧା ମୁକୁନ୍ଦପୁରର ଯୁବକଙ୍କୁ ହତ୍ୟା ପରେ ୫ଟି ୱାର୍ଡରେ ଲାଗୁ ହୋଇଛି ୧୬୩ ଧାରା ଏହି ଅଂଚଳର ସ୍କୁଲ କଲେଜ ବନ୍ଦ ସହିତ ମୋଟ୍ ପ୍ରକାରର ନିଷେଧାଜ୍ଞା ଜାରି କରାଯାଇଛି ଗତକାଲି ସଂଘବଦ୍ଧ ଆକ୍ରମରେ ଯୁବକଙ୍କ ମୃତ୍ୟୁ ହୋଇଛି ସାହିରେ ପଶି କିଛି ଯୁବକଙ୍କ ଖଣ୍ଡା ଆକ୍ରମଣରେ ଗୁରୁତର ହୋଇଥିବା ଯୁବକଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଛି

ମୃତକ ହେଉଛନ୍ତି ସେକ ସାଯିଦ ତାଙ୍କୁ ପୋଡାସାହି ଗ୍ରାମର କିଛି ଯୁବକ ସଂଘବଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଏହି ଘଟଣା ପରେ ମାକୁନ୍ଦପ୍ରସାଦରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା ସାହିରେ ଆକ୍ରମଣକାରୀଙ୍କ ସାମ୍ନାରେ ଯାହା ପଡ଼ିଲା ତାକୁ ଭାଙ୍ଗି ଦେଇଛନ୍ତି ଗାଡି ଭାଙ୍ଗିବା ସହ କିଛି ଲୋକଙ୍କ ଘର କବାଟ ମଧ୍ୟ ଭାଙ୍ଗିଥିବା ଅଭିଯୋଗ ହୋଇଛି ସ୍ଥିତିକୁ ଆୟତ କରିବା ପାଇଁ ପୁଲିସ ଡିସି ନିଜେ ପହଂଚିଥିଲେ କେହି ଆଇନକୁ ହାତକୁ ନନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe