ରାଜ୍ୟରେ ବଦଳିବ ସ୍ୱାସ୍ଥ୍ୟସେବାର ଚିତ୍ର । ସମ୍ବଲପୁରରେ ହେବ ଦ୍ୱିତୀୟ ଏମ୍ସ

Advertisment

ସରକାରଙ୍କ ଘୋଷଣା ମୁତାବକ ଭୁବନେଶ୍ୱର ପରେ ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ହେବ । ଏନେଇ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ୫୫ ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ଡାଇଲିସିସ ହେବ ବୋଲି କହିଛନ୍ତି । 

4444

କନକ ବ୍ୟୁରୋ : ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ସରକାର ଏକ ବଡ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଭୁବନେଶ୍ୱର ପରେ ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ହେବ । ଏନେଇ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ୫୫ ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ଡାଇଲିସିସ ହେବ ବୋଲି କହିଛନ୍ତି । 

ସେପଟେ ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ଗଠନ କରିବେ ଟାକ୍ସଫୋର୍ସ । ସମସ୍ତ ମେଡିକାଲ କଲେଜରେ ଖୋଲିବ ପୋଲିସ ଆଉଟପୋଷ୍ଟ । ଫୋନ କରିବାର ୨୦ ମିନିଟ ଭିତରେ ରୋଗୀଙ୍କ ନିକଟରେ କିଭଳି ଆମ୍ବୁଲାନ୍ସ ପହଂଚିପାରିବ ସେନେଇ ସରକାର ବିଚାର କରୁଛନ୍ତି । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe