କାଶ୍ମୀର ଘାଟିରେ ଆତଙ୍କୀ ନିପାତ;  ସେନାକୁ ବଡ ସଫଳତା

ଜମ୍ମୁ କାଶ୍ମୀରରେ ସେନାକୁ ବଡ଼ ସଫଳତା । ଅନୁପ୍ରବେଶ ଉଦ୍ୟମ ପଣ୍ଡ । ସେନା ଗୁଳିରେ ଜଣେ ଆତଙ୍କବାଦୀ ନିପାତ । ରାତି ସାରା ଚାଲିଲା ସର୍ଚ୍ଚ ଅପରେସନ ।

ସେନାକୁ ସଫଳତା

କନକ ବ୍ୟୁରୋ: ଘାଟିରେ ସେନାକୁ ବଡ଼ ସଫଳତା । ଗତକାଲି ରାତିରୁ କାଶ୍ମୀର ଉରୀରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ଘଟିଛି । ରାତିତମାଲ ସେନାର ଅସରେସନ ଜାରି ରହିଥିଲା । ତେବେ ଏଥିରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି । ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେନାର ଯବାନମାନେ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏବେ ବି ଉରୀରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe