କନକବ୍ୟୁରୋ : କୁଲଗାମରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି । କୁଲଗାମ ନିକଟ ବତଲ ହାମରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଛି । ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗତିବିଧି ସଂପର୍କରେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଆରମ୍ଭ ହୋଇଛି ସେନା ଅଭିଯାନ । ଏନକାଉଣ୍ଟର ସମୟରେ ଅଘଟଣ ଆଶଙ୍କାରେ ସ୍ଥାନୀୟ ଅଞ୍ଚଳକୁ ଖାଲି କରାଯାଇଛି । ସ୍ଥାନୀୟ ଲୋକଙ୍କୁ ଢାଲ କରି ଆତଙ୍କବାଦୀ ଖସିଯିବାର ସମ୍ଭାବନା ରହିଛି । ତେଣୁ ଆତଙ୍କବାଦୀ ଲୁଚିଥିବା ଅଞ୍ଚଳକୁ ଘେରବନ୍ଦୀ କରିଛନ୍ତି ସେନା ।
କୁଲଗାମରେ ସର୍ଚ୍ଚଅପରେସନ ଜୋରଦାର : ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ ପାଇଁ ଉଦ୍ୟମ
କୁଲଗାମରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି । କୁଲଗାମ ନିକଟ ବତଲ ହାମରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଛି । ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗତିବିଧି ସଂପର୍କରେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଆରମ୍ଭ ହୋଇଛି ସେନା ଅଭିଯାନ ।
/kanak/media/media_files/2025/04/28/qAB3SjTkwtSe2Eh9i03V.jpg)