କନକବ୍ୟୁରୋ : ସାର ରାଜ୍ୟରେ ୟୁରିଆ ସାରର ଅଭାବ ଦେଖାଦେଇଥିବା ବେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ମଧ୍ୟ ସାର ସଙ୍କଟ ଦେଖାଦେଇଛି । ଆବଶ୍ୟକ ମୁତାବକ ସାର ନମିଲିବାରୁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଲରମ୍ଭା ପେକ୍ସ ସମେତ ଅନେକ ସ୍ଥାନରେ ସାର ପାଇଁ ଅପ୍ରିତୀକର ପରିସ୍ଥିତି ଦେଖିବାକୁ ମିଳିଛି । ସାର ପାଇଁ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି । ହୋଲସେଲର ଡିଲରଙ୍କୁ ହଜାର ହଜାର ବସ୍ତା ସାର ଯୋଗାଇଥିବା ବେଳେ ଡିଲର ମାନେ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
ସାର ପାଇଁ ଠେଲାପେଲା : ଆବଶ୍ୟକ ମୁତାବକ ସାର ନମିଳିବାରୁ ଅସୁବିଧା ଭୋଗୁଛନ୍ତି ଚାଷୀ
ସାରା ରାଜ୍ୟରେ ୟୁରିଆ ସାରର ଅଭାବ ଦେଖାଦେଇଥିବା ବେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ମଧ୍ୟ ସାର ସଙ୍କଟ ଦେଖାଦେଇଛି । ଆବଶ୍ୟକ ମୁତାବକ ସାର ନମିଲିବାରୁ ଚାଷୀ ମାନେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
/kanak/media/media_files/2025/09/16/7-2025-09-16-16-36-31.jpg)