୫ଟି ଜିଲ୍ଲାରେ ସ୍କୁଲ ବନ୍ଦ: ବର୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ଜିଲ୍ଲାପାଳ

Advertisment

ଆଜି ୫ଟି ଜିଲ୍ଲାରେ ସ୍କୁଲ ବନ୍ଦ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଏନେଇ ଘୋଷଣା କରିଛନ୍ତି। ବାତ୍ୟା ‘ଦାନା’ ପ୍ରଭାବରେ ଜାରି ରହିଛି ବର୍ଷା ।

ଆଜି ୫ଟି ଜିଲ୍ଲାରେ ସ୍କୁଲ ବନ୍ଦ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଏନେଇ ଘୋଷଣା କରିଛନ୍ତି। ବାତ୍ୟା ‘ଦାନା’ ପ୍ରଭାବରେ ଜାରି ରହିଛି ବର୍ଷା ।

rain 1 2

କନକବ୍ୟୁରୋ: ଆଜି ୫ଟି ଜିଲ୍ଲାରେ ସ୍କୁଲ ବନ୍ଦ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ସ୍କୁଲ ଛୁଟି ରହିବ। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଏନେଇ ଘୋଷଣା କରିଛନ୍ତି ।

ବାତ୍ୟା ‘ଦାନା’ ପ୍ରଭାବରେ ଜାରି ରହିଛି ବର୍ଷା । ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ଏବେବି ବିପନ୍ନ ମାନେ ଆଶ୍ରୟ ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି  ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି ।

ଶୁକ୍ରବାର ଦିନ ତମାମ ଏସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଘଣ୍ଟା ପିଛା ୧୦୦କିମି ଥିବାରୁ ଫସଲ ହାନୀ ହେବା ସହିତ ରାସ୍ତାଉପରେ ଗଛ ପଡ଼ିବାରୁ ଲୋକଙ୍କର ଯାତାୟତ ବାଧାପ୍ରାପ୍ତ ହୋଇଛନ୍ତି ।  ସେହିପରି ବର୍ଷା ଯୋଗୁଁ ସ୍କୁଲପିଲାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe